ତାଜା ଖବର ରାଜ୍ୟ ଆଜି ପହିଲି ରଜ; ଉତ୍ସବମୁଖର ଗାଁରୁ ସହର June 14, 2025 Papirani ଆସିଛି ଓଡ଼ିଆଙ୍କ ପାରମ୍ପାରିକ ଓ ଗଣପର୍ବ ରଜ । ଆଜି ପହିଲି ରଜ । ଯାହାକୁ ନେଇ ଉତ୍ସବମୁଖର ଗାଁଠୁ ସହର । ପହିଲି ରଜରେ ଚଳଚଞ୍ଚଳ ରହିଛି ଗାଁଠୁ ସହର । ପୋଡ଼ପିଠାର ମହକରେ ବାସୁଛି ଚତୁର୍ଦ୍ଦିଗ । ଜ୍ୟେଷ୍ଠ…