Tag: Rairangpur

Rairangpur Declared New Police District: ରାଇରଙ୍ଗପୁରକୁ ନୂଆ ପୋଲିସ ଜିଲ୍ଲା ଗଠନ

ରାଇରଙ୍ଗପୁରକୁ ନୂଆ ପୋଲିସ ଜିଲ୍ଲା ଗଠନ କଲେ ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାରେ ନବଗଠିତ ରାଇରଙ୍ଗପୁର ପୋଲିସ ଜିଲ୍ଲା ଏବେ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ଷମ ହୋଇଛି, ଯାହା ରାଜ୍ୟର ଆଇନ…

ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀ ମୃତ

ଏକ ଆକସ୍ମିକ ଘଟଣାକ୍ରମରେ ରାଇରଙ୍ଗପୁରର ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ବିଶ୍ୱନାଥ ମୁର୍ମୁଙ୍କୁ ମହୁଲଡିହା ସ୍ଥିତ କ୍ୱାର୍ଟର୍ସରେ…

ନିଜ ଜନ୍ମମାଟି ରାଇରଙ୍ଗପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜନ୍ମମାଟିରେ ଆସି ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ପହଞ୍ଚିବା ପରେ ପାରମ୍ପରିକ ନୃତ୍ୟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି…