ତାଜା ଖବର ରାଜ୍ୟ କଟକରେ ଭାଙ୍ଗିଲା ପୂଜା ମଣ୍ଡପର ତାଜା ଓ ଲାଇଟ୍ ଗେଟ୍ : ୩ ଆହତ October 1, 2025 Papirani କଟକରେ ଭାଙ୍ଗିଲା ପୂଜା ମଣ୍ଡପର ତାଜା। ଦଶହରାରେ ପୂଜା ମାହୋଲକୁ ଫିକା କରିଛି ଲଘୁଚାପ ବର୍ଷା। ଲଗାଣ ବର୍ଷା ଯୋଗୁଁ କଟକ ସ୍ଥିତ ରାଜାବଗିଚାରେ ଥିବା ପୂଜା ମଣ୍ଡପର ତାଜା ଭାଙ୍ଗି ୩ ଆହତ । ସର୍ବୋଦୟପୁର ପୂଜା କମିଟି ପକ୍ଷରୁ…
ତାଜା ଖବର ରାଜ୍ୟ ସର୍ବୋଚ୍ଚ ସ୍ତର ଛୁଇଁଲା ହୀରାକୁଦ ଜଳସ୍ତର September 30, 2025 Papirani ଶୀର୍ଷ ସ୍ତରକୁ ଛୁଇଁଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦର ଜଳସ୍ତର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଛୁଇଁଲା । ୧ଲକ୍ଷ ୨ହଜାର ୨୨୬ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ସମାନ ପରିମାଣରେ ଜଳ ଡ୍ୟାମକୁ ପ୍ରବେଶ କରୁଛି…
ତାଜା ଖବର ରାଜ୍ୟ ଲଘୁଚାପ ବର୍ଷାରେ ଭିଜିବ ପାର୍ବଣ September 30, 2025 Papirani ଲଘୁଚାପ ବର୍ଷାରେ ଫିକା ପଡିବ ଦଶହରା । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା। ଆଜି ଘୂର୍ଣ୍ଣିଂବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତାକାଲି ଅବପାତର ରୂପ ନେବ। ଏହାର ପ୍ରଭାବରେ ୧ ଅକ୍ଟୋବର ବେଳକୁ ଏହା ଲଘୁଚାପ କ୍ଷେତ୍ର…
ତାଜା ଖବର ରାଜ୍ୟ ଅତି ଭୀଷଣ ବର୍ଷା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି September 26, 2025 Papirani ସାରା ରାଜ୍ୟର ଆଜି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ।କିଛି ଜିଲ୍ଲାକୁ ଅତିଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଆଲର୍ଟ କରିଛି…
ତାଜା ଖବର ରାଜ୍ୟ ଡବଲ୍ ଲଘୁଚାପ ବର୍ଷାରେ ଭିଜିବ ସାରା ଓଡ଼ିଶା September 25, 2025 Papirani ଓଡ଼ିଶାକୁ ଭିଜାଇବ ଡବଲ୍ ଲଘୁଚାପ। ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବା ବେଳେ ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର। ଯାହାର ପ୍ରଭାବରେ ଆଜିଠୁ ଭିଜିବ ସାରା ଓଡ଼ିଶା । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ…
ତାଜା ଖବର ରାଜ୍ୟ ଆସନ୍ତା ୧୩ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା September 7, 2025 Papirani ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ମୌସୁମୀ ସକ୍ରିୟ ଥିବାରୁ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଉପରେ ବାୟୁମଣ୍ଡଳୀୟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ତୀବ୍ରତା ବଢ଼ିଛି। ତେଣୁ…
ତାଜା ଖବର ରାଜ୍ୟ ଲଘୁଚାପ ପ୍ରଭାବ; ୪ଜିଲ୍ଲାକୁ ଜାରି ହେଲା ରେଡ୍ ୱାର୍ଣ୍ଣିଂ September 2, 2025 Papirani ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ…
ତାଜା ଖବର ରାଜ୍ୟ ସୃଷ୍ଟି ହେଲା ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା September 2, 2025 Papirani ରାଜ୍ୟରେ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ…
ତାଜା ଖବର ରାଜ୍ୟ ଆହୁରି ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା August 28, 2025 Papirani ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି ଦୁଇ ଦିନ ବର୍ଷିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବଙ୍ଗୋପସାଗରରେ…
ତାଜା ଖବର ରାଜ୍ୟ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା August 26, 2025 Papirani ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ । ଆଗାମୀ ୨ ଦିନରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ…