ତାଜା ଖବର ରାଜ୍ୟ CycloneMontha: ଗଭୀର ଅବପାତର ରୂପ ନେଲା ବାତ୍ୟା ମୋନ୍ଥା October 26, 2025 Papirani ଗଭୀର ଅବପାତର ରୂପ ନେଲା ବାତ୍ୟା ମୋନ୍ଥା। ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆଗାମୀ ୧୨ ଘଣ୍ଟା ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା। ୨୪ ଘଣ୍ଟାରେ ସକ୍ରିୟ ହୋଇ…
ତାଜା ଖବର ରାଜ୍ୟ cyclone: ଲଘୁଚାପ ପରେ ବଢିଲା ବାତ୍ୟା ଭୟ October 24, 2025 Papirani ବଙ୍ଗୋବସାଗରରେ ବାତ୍ୟା ସମ୍ଭାବନା। ଲଘୁଚାପ ପରେ ବଢିଲା ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ପକ୍ଷରୁ ଜାରି ହୋଇଛି ବାତ୍ୟାର ଗତି ପଥ । ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫ଟା୩୦ ସମୟରେ…
ତାଜା ଖବର ରାଜ୍ୟ Low Pressure Rain: ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର October 24, 2025 Papirani ବଙ୍ଗୋପସାଗର ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବ । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଥିବା ସୂଚନା ଦେଲା ପାଣିପାଗ ବିଭାଗ। ଏହାର ପ୍ରଭାବରେ ରାଜ୍ୟରେ…
ତାଜା ଖବର ରାଜ୍ୟ Rain alert: ଲଗାତର ୩ଟି ଲଘୁଚାପ ସମ୍ଭାବନା; ରାଜ୍ୟରେ ପ୍ରବଳ ବର୍ଷା October 21, 2025 Papirani ଏଥର ଲଗାଣ ବର୍ଷାରେ ଭିଜିବ ସାରା ରାଜ୍ୟ । ଗୋଟିଏ ନୁହେଁ ଲଗାତର ୩ଟି ଲଘୁଚାପ ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସେ କହିଛନ୍ତି ଗୋଟିଏ ସୃଷ୍ଟି ହୋଇଛି, ୨୬ ବେଳକୁ ଦ୍ବିତୀୟ, ୨୯ ବେଳକୁ…
ତାଜା ଖବର ରାଜ୍ୟ Low pressure: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ୩୬ ଘଣ୍ଟାରେ ଅବପାତ ସମ୍ଭାବନା October 21, 2025 Papirani ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ୩୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି…
ତାଜା ଖବର ରାଜ୍ୟ Low Pressure Area: ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା October 16, 2025 Papirani ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ। ଏନେଇ କିଛି…
ତାଜା ଖବର ରାଜ୍ୟ ଆଜି ବର୍ଷାରେ ଭିଜିବ ଓଡ଼ିଶା October 11, 2025 Papirani ରାଜ୍ୟର ଅନେକ ସ୍ଥାନରେ ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବିଜୁଳି…
ତାଜା ଖବର ରାଜ୍ୟ ଘଣ୍ଟାଏ କାଳ ବର୍ଷାରେ ବେହାଲ ରାଜଧାନୀ ଅବସ୍ଥା; କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି October 8, 2025 Papirani ରାଜଧାନୀ ଭୁବନେଶ୍ଵରରେ ଘଣ୍ଟାଏ କାଳ ଛେଚିଲା ବର୍ଷା । ହଠାତ୍ କଳାହାଣ୍ଡିଆ ମେଘ ମାଡ଼ିଆସି ନିର୍ଦ୍ଧୁମ ବର୍ଷିଲା ବର୍ଷା। ଯାହାଫଳରେ ରାଜଧାନୀର ବିଭିନ୍ନ ସ୍ଥାନରେ ବୁଡ଼ିଲା ରାସ୍ତାଘାଟ । ଯାହାକୁ ରଖିଲେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟ ବୋଲି ଜଣାପଡିଛି ।…
ତାଜା ଖବର ରାଜ୍ୟ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା October 7, 2025 Papirani ରାଜ୍ୟ ଉପରେ ଆଉ ଏକ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି। ବିଭିନ୍ନ ସ୍ଥାନରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା । ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି…
ତାଜା ଖବର ରାଜ୍ୟ ଆଗାମୀ ୧୨ ଘଣ୍ଟାରେ ଆରବ ସାଗରରେ ବାତ୍ୟା ସମ୍ଭାବନା October 3, 2025 Papirani ଆରବ ସାଗରରେ ବାତ୍ୟା ସମ୍ଭାବନା । ୨୪ ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ। କିନ୍ତୁ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ। ଉତ୍ତର ଆରବ ସାଗରରେ ସୃଷ୍ଟ…