Tag: railway line project

ରେଳ ଲାଇନକୁ ବିରୋଧ କରି ଉତ୍ତେଜନା: ପ୍ରାୟ ୨୪ ଘଣ୍ଟା ହେବ ମୃତଦେହ ରଖି ଧାରଣାରେ ଗ୍ରାମବାସୀ

ରାଉରକେଲା ବନ୍ଧମୁଣ୍ଡା ଥାନା ବରକାନୀରେ ରେଳ ଲାଇନ ନିର୍ମାଣକୁ ବିରୋଧବେଳେ ବଡ଼ ଅଘଟଣ ଘଟିଛି । ଜେସିବି ତଳେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ରାଉରକେଲା ସହର ସଂଲଗ୍ନ ବନ୍ଧମୁଣ୍ଡା ଡୁମେର୍ତା ଷ୍ଟେସନ୍‌ରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)…