ତାଜା ଖବର ଦେଶ DroupadiMurmu: ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ October 29, 2025 Papirani ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅମ୍ବାଲା ବାୟୁସେନା ଷ୍ଟେସନରୁ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ ଭରିଛନ୍ତି। ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ରାଫେଲରେ ଉଡ଼ାଣ ଭାରିଛନ୍ତି ରାଷ୍ଟ୍ରପତି । ଉଡ଼ାଣ ସମୟରେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଅମ୍ବାଲା ଏୟାରବେସରେ…