Tag: Puri Municipality

Puri Municipal Corporation: ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ଚୂଡ଼ାନ୍ତ ବିଜ୍ଞପ୍ତି

ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ଚୂଡ଼ାନ୍ତ ବିଜ୍ଞପ୍ତି । ରାଜ୍ୟ ସରକାର ପୁରୀ ପୌରପାଳିକା ବୃହତ୍ତର ସହରାଞ୍ଚଳକୁ ମାଳତିପାଟପୁର ବସ୍ ଷ୍ଟାଣ୍ଡ (ଉତ୍ତର), ବେଲାଡେଲା, ଉରା ଏବଂ ଦୁହିତାଖଣ୍ଡ (ପୂର୍ବ), ବଙ୍ଗୋପସାଗର (ଦକ୍ଷିଣ) ଏବଂ ଗୋରୁଆଲ (ପଶ୍ଚିମ)…