Tag: Pune

ବଦଳିବ ପୁଣେ ଏୟାରପୋର୍ଟ ନାଁ

ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ପୁଣେର ଲୋହେଗାଓଁ ଅନ୍ତର୍ଜାତୀୟ ବିମାନବନ୍ଦରକୁ “ଜଗଦଗୁରୁ ସନ୍ଥ ତୁକାରାମ ମହାରାଜ ପୁଣେ ଅନ୍ତର୍ଜାତୀୟ ବିମାନବନ୍ଦର” ନାମରେ ନାମିତ କରିବା ପ୍ରସ୍ତାବକୁ ସୋମବାର ଅନୁମୋଦନ କରିଛନ୍ତି। ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ…