ତାଜା ଖବର ରାଜ୍ୟ Odisha Govt Slashes PUCC Fine: ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି; କମିଲା PUCC ଫାଇନ୍ September 2, 2026 Papirani ରାଜ୍ୟ ସରକାର ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ଉଲ୍ଲଂଘନ ଜରିମାନା ରାଶିରେ ବଡ଼ ପରିବର୍ତ୍ତନ କରିଛନ୍ତି । ସରକାର ପିୟୁସିସି ଜରିମାନାକୁ କୋହଳ କରିଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି…