ତାଜା ଖବର ରାଜ୍ୟ PUCC And Fitness Certificate: ବିନା ପିୟୁସିସିରେ ଗଡୁଛି ପରିବହନ ବିଭାଗର ମାଳ ମାଳ ଗାଡ଼ି February 19, 2026 Papirani ପରିବହନ ବିଭାଗ ଗାଡ଼ିର ନାହିଁ ପିୟୁସିସି । ପିୟୁସିସିକୁ ନେଇ ସାଧାରଣ ଲୋକ ନାକେଦମ ହେଉଥିବା ବେଳେ ବିନା PUCCରେ ପରିବହନ ବିଭାଗର ମାଳ ମାଳ ଗାଡ଼ି ଗଡୁଛି । ଏ ନେଇ ଆଜି ବିଧାନସଭାର ଲିଖିତ ଉତ୍ତରରୁ ଆସିଲା ସାଙ୍ଘାତିକ…
ତାଜା ଖବର ରାଜ୍ୟ PUCC Fines May Be Reduced: ଟୋଲ୍ ଗେଟ୍ରେ ପିୟୁସିସି ଫାଇନ୍ କମାଇବା ଚାଲିଛି ଯୋଜନା: ପରିବହନ ମନ୍ତ୍ରୀ February 11, 2026 Papirani ପିୟୁସିସି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ସୂଚନା ।ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ କହିଲେ ପରିବହନ ମନ୍ତ୍ରୀ । ସେ କହିଛନ୍ତି ଟୋଲ୍ ଗେଟ୍ରେ ପିୟୁସିସି ଫାଇନ୍ କମାଇବା ପାଇଁ ଚାଲିଛି ଯୋଜନା କରାଯାଉଛି । ୧୦ ହଜାର…
ତାଜା ଖବର ରାଜ୍ୟ PUCC Directive Withdrawal: PUCC ନ ଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ହେଲା ପ୍ରତ୍ୟାହୃତ January 27, 2026 Papirani ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର। ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଶୁଣାଇଛନ୍ତି। ଏଣିକି PUCC ନ ଥିଲେ ବି ମିଳିବ ପେଟ୍ରୋଲ। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର। ସରକାରଙ୍କ…
ତାଜା ଖବର ରାଜନୀତି ରାଜ୍ୟ No PUCC No Fuel: ପଲ୍ୟୁସନ ପାଇଁ କଂଗ୍ରେସର ସାଇକେଲ ଯାତ୍ରା: ଆସନ୍ତା କାଲି ପରିବହନ ମନ୍ତ୍ରୀଙ୍କ ଘର ହେବ ଘେରାଉ January 9, 2026 Papirani ପଲ୍ୟୁସନ ପାଇଁ କଂଗ୍ରେସର ସାଇକେଲ ଯାତ୍ରା । ଆସନ୍ତା କାଲି କଂଗ୍ରେସ ଭବନରୁ ସାଇକେଲରେ ଯାଇ ପରିବହନ ମନ୍ତ୍ରୀଙ୍କ ଘର ଘେରାଉ କରିବ ଯୁବ କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ…
ତାଜା ଖବର ରାଜନୀତି ରାଜ୍ୟ PUCC enforcement: PUCC ନିୟମକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ January 9, 2026 Papirani ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳ (BJD) ସଭାପତି ନବୀନ ପଟ୍ଟନାୟକ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ କାର୍ଯ୍ୟକାରୀ କରିବାରେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଟ୍ବିଟ୍ ରେ କହିଛନ୍ତି ଜରିମାନା ନୁହେଁ…
ତାଜା ଖବର ରାଜ୍ୟ Green Sticker For Vehicles: ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତା ନୁହେଁ January 3, 2026 Nirvay ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତା ନୁହେଁ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବନି…
ତାଜା ଖବର ରାଜ୍ୟ PUCC Deadline Extends: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା PUCC ଅବଧି December 31, 2025 Papirani ଓଡ଼ିଶା ସରକାର ବୁଧବାର ଦିନ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ପାଇଁ ସମୟ ସୀମା ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।l ।ଏନେଇ ସୂଚନା ଆଜି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ଲୋକଙ୍କ ଅସୁବିଧାକୁ ଦେଖି ନିଷ୍ପତ୍ତି…
ତାଜା ଖବର ରାଜ୍ୟ No PUCC, No Petrol: ଫେବ୍ରୁଆରୀ ପହିଲାକୁ ଘୁଞ୍ଚିଲା ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି December 24, 2025 Papirani ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା…