Tag: Public Representatives Protest

Public Representatives Protest: ବିଡ଼ିଓଙ୍କୁ ଘେରିଲେ ଜନପ୍ରତିନିଧି: ବିଧାୟକଙ୍କ ଇଙ୍ଗିତରେ ପରିଚାଳିତ ହେଉଛନ୍ତି କି ବିଡ଼ିଓ ?

ପଞ୍ଚାୟତ ସମିତି ବୈଠକ ଡକାଇବାର କ୍ଷମତା ରହିଛି ବ୍ଲକ୍ ଅଧ୍ଯକ୍ଷ-ଅଧକ୍ଷାଙ୍କର । ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରିଥାନ୍ତି ବ୍ଲକ୍ ବିଡ଼ିଓ । ଅତିଥି ଭାବେ ଯୋଗ ଦେଇଥାନ୍ତି ସ୍ଥାନୀୟ ବିଧାୟକ ଓ ସାଂସଦ । ତେବେ ଅତିଥିଙ୍କ…