ତାଜା ଖବର ରାଜ୍ୟ ଗିରଫ ଜ୍ୟୋତିଙ୍କ ସହ ପୁରୀ ଝିଅଙ୍କ ଲିଙ୍କ୍ ପ୍ରସଙ୍ଗ; ତଦନ୍ତରେ ସହଯୋଗ କରୁଛନ୍ତି ପ୍ରିୟଙ୍କା: ଏସ୍ପି May 20, 2025 Papirani ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଥିବା ହରିୟାଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରାଙ୍କ ସହିତ ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହିତ ସମ୍ପର୍କ ନେଇ ତଦନ୍ତ ଜାରି ରହିଛି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱାର ବିଶାଲ ସିଂ…