ତାଜା ଖବର ରାଜ୍ୟ Choudwar Circle Jail: ଚୌଦ୍ବାର ଜେଲ୍ରୁ କଏଦୀ ଚମ୍ପଟ ଘଟଣା: ନିଲମ୍ବନର ୧୫ ଦିନ ପରେ ପୁନଃନିଯୁକ୍ତି November 16, 2025 Papirani ଚୌଦ୍ବାର ଜେଲ୍ରୁ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଅହେତୁକ ଅନୁକଂପା । ନିଲମ୍ବନର ମାତ୍ର ୧୫ ଦିନ ପରେ କର୍ମଚାରୀଙ୍କୁ ପୁନଃନିଯୁକ୍ତି କରାଯାଇଛି । ଚିଫ୍ ୱାର୍ଡର…