ତାଜା ଖବର ରାଜ୍ୟ ସହଦେବ ହତ୍ୟା ମାମଲା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା February 16, 2025 Papirani ରାଜଧାନୀରେ ହୋଇଥିବା ବହୁ ଚର୍ଚ୍ଚିତ ରସୁଲଗଡ ଓଭରବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ମାମଲାରେ ଆଜି ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ଲେଡି ମାଷ୍ଟରମାଇଣ୍ଡ ନିଶାରାଣୀ ରମା । ପୋଲିସ ଏହି ଘଟଣାର ତଦନ୍ତ ଜାରି…