Tag: Pressmeet

Nuapada By-Election: ନୂଆପଡ଼ାରେ ଗାଈ ମୃତ୍ୟୁକୁ ନେଇ ତାତିଲା ବିଜେଡି

ଗତକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ବ୍ୟାପକ ଆୟୋଜନ ହୋଇଥିଲେ ମଧ୍ୟ ଲୋକ ନ ହେବାରୁ ହତାଶ ହୋଇ ବିଜେପି ଦଳ ଲୋକଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଫୋପାଡ଼ି ଦେଇଥିଲା ଏବଂ ଏହି ଖାଦ୍ୟ ଖାଇ ୨୦ଟି ଗୋମାତା ମୃତୁ୍ୟବରଣ କରିଛନ୍ତି…

SI Exam Scam: ଏସ୍ଆଇ ପରୀକ୍ଷାରେ କେଳେଙ୍କାରୀ ମାମଲା: ମୋଷ୍ଟ ୱାଣ୍ଟେଡ୍‌ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ

ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାକୁ ନେଇ ବଡ଼ ଖୁଲାସା କରିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଜି। ସେ କହିଛନ୍ତି ଏହି ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ । ସୁକାନ୍ତ ମହାରଣା, ସୌମ୍ୟା…

ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣା; ବିଜେପିର ସମ୍ପୃକ୍ତି ଅଭିଯୋଗର ପ୍ରମାଣ ରଖିଲା ବିଜେଡି

ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ପୋଲ୍ ଖୋଲିଲା ବିଜେଡି । ଆଜି ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନପତ୍ର ମାମଲାରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି ।…

ଗୋପବନ୍ଧୁ ଜୟନ୍ତୀରୁ ମାସେ ପର୍ଯ୍ୟନ୍ତ ବିଜେଡି କରିବ ପଦଯାତ୍ରା

ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା କରିବ ବିଜେଡି। ମାସେ ଧରି ଚାଲିବ ଏହି ଅଭିଯାନ । ଏ ନେଇ ଆଜି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ଉପସଭାପତି ପ୍ରମିଳା…

ଗତ ଏକ ବର୍ଷରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କ ଫଟୋ ଭିଡିଓ ଜାରି କଲା ବିଜେଡି

ଗତକାଲି ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ଜନତା ଦଳ ତରଫରୁ ନିଲମ୍ୱନ କରାଯିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ମୁଁ ଗତ ଏକ ବର୍ଷ ହେଲା ବିଜେଡିରେ ନଥିଲି ବୋଲି ଶ୍ରୀମୟୀ ଦେଇଥିବା ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ଦେଇ ବିଜେଡି ଶ୍ରୀମୟୀ…

ବିଜେପିର ଦାଦନମୁକ୍ତ ଓଡିଶା ଗଠନ ପ୍ରତିଶ୍ରୁତି ପାଣିର ଗାର: ବିଜେଡି

ନିଜର ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ଦାଦନ ମୁକ୍ତ କରିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା କିନ୍ତୁ, କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ରାଜ୍ୟରେ ଦାଦନ ସମସ୍ୟା କମିବା ପରିବର୍ତ୍ତେ ଅଧିକ ଉକ୍ରଟ ହୋଇଛି ବୋଲି ବିଜୁ ଜନତା ଦଳ…

ନୂଆ ପିଢ଼ି ଏବଂ ବିକଶିତ ଭାରତର ସ୍ରଷ୍ଟାଙ୍କ ପାଇଁ ଉପହାର ‘ଜିଏସଟି ସୁଧାର’: ମନମୋହନ ସାମଲ

ଆଜି ହେଉଛି ପବିତ୍ର ନବରାତ୍ରର ପ୍ରଥମ ଦିନ । ଆଜିଠାରୁ ଓଡିଶା ତଥା ସମଗ୍ର ଦେଶରେ ନୂତନ ଜିଏସଟି ସୁଧାର ଲାଗୁ ହେବା ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା ସାଧାରଣ ଜନତାଙ୍କର…

ସେପ୍ଟେମ୍ବର ୨୩ରେ ବିଧାନସଭା ଘେରାଉ କରିବ ବିଜେଡି

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢିକରଣ କରି ଗ୍ରାମାଞ୍ଚଳର ବିକାଶ ଜନସାଧାରଣଙ୍କ ହାତରେ ଦେବା ପାଇଁ ସମ୍ବିଧାନରେ ଉଲ୍ଲେଖ ଥିଲାବେଳେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କ୍ଷମତାଲୋଭରେ ପ୍ରତ୍ୟେକ…

ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ଅପମାନିତ ଓ ନିର୍ଯ୍ୟାତିତ କରିଛି: ଲେଖାଶ୍ରୀ ସାମନ୍ତସିଂହାର

ଆଜି ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ତାଙ୍କର ଓକିଲ ସମନ କୁମାର ରାଉତରାୟ ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଦେଇଥିବା…

ଆୟୁଷ୍ମାନ ଯୋଜନାରେ ହନ୍ତସନ୍ତ ହେଉଛନ୍ତି ଲୋକେ: ଭକ୍ତ ଦାସ 

ଆଜି କଂଗ୍ରେସ ଭବନରେ ସାମ୍ୱାଦିକ ସମ୍ମିଳନୀରେ ଆୟୁଷ୍ମାନ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ ଅନ୍ୟ ରାଜ୍ୟମାନଙ୍କ ପରି ଆମ ରାଜ୍ୟକୁ ମଧ୍ୟ ଆୟୁଷ୍ମାନ…