Tag: Prayagraj

ଆସନ୍ତାକାଲି ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରୟାଗରାଜ ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ । ସୂତ୍ର ଅନୁଯାୟୀ କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାଗରାଜ ଗସ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନ ଦିନ ହେବ । ପ୍ରଧାନମନ୍ତ୍ରୀ ମୋଦି କାଲି ଦିନ ୧୧…

ପୁଣି ମହାକୁମ୍ଭରେ ଲାଗିଲା ନିଆଁ

ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ । ପ୍ରୟାଗରାଜ ମହାକୁମ୍ଭର ସେକ୍ଟର ୨୨ରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୫ଟି ତମ୍ବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ…

ମହାକୁମ୍ଭରେ ସମ୍ପୂର୍ଣ୍ଣ ବନ୍ଦ ହେଲା ଗାଡ଼ି ଚଳାଚଳ

ମହାକୁମ୍ଭ ଦଳାଚକଟା ଘଟଣା ପରେ ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ୫ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ମହାକୁମ୍ଭରେ ଭିଭିଆଇପିଙ୍କ ପାସ୍‌ ଓ ଗାଡ଼ିକୁ ସମ୍ପୂର୍ଣ୍ଣ ବାରଣ କଲେ ସରକାର। କୌଣସି ପ୍ରକାର ବିଶେଷ ପାସ ଆଉ…

ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ଭିଡ: ଦିନ ୧୦ଟା ସୁଦ୍ଧା ବୁଡ଼ ପକାଇଛନ୍ତି ୩ କୋଟି ୬୧ ଲକ୍ଷ ଶ୍ରଦ୍ଧାଳୁ

ଆଜି ମୌନୀ ଅମାବାସ୍ୟାରେ ‘ଅମୃତ ସ୍ନାନ’ । ମହାକୁମ୍ଭର ସର୍ବବୃହତ ଅମୃତ ସ୍ନାନ ପର୍ବ ମୌନୀ ଅମାବାସ୍ୟାରେ ଅମୃତର ଉତ୍କଣ୍ଠା ନେଇ ସଙ୍ଗମର ପବିତ୍ର ଭୂମିକୁ କୋଟିକୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମୌନୀ ଅମାବାସ୍ୟା ପାଇଁ ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ପ୍ରବଳ…

ପ୍ରୟାଗରାଜ ମହାକୁମ୍ଭ ଆରମ୍ଭ; ବୁଡ଼ ପକାଇଲେ ଳକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୁମ୍ଭ ମେଳା ହିନ୍ଦୁ ସନାତନ ପରମ୍ପରା ଏବଂ ଭାରତୀୟ ସଂସ୍କୃତିର ଏକ ମହାନ ଧାର୍ମିକ ଉତ୍ସବ। ତୀର୍ଥରାଜ ପ୍ରୟାଗର ପବିତ୍ର ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀଙ୍କ ପବିତ୍ର ସଙ୍ଗମ କୂଳରେ ମହାକୁମ୍ଭ ୨୦୨୫ର ପ୍ରଥମ ସ୍ନାନ ପର୍ବ ପୌଷ ପୂର୍ଣ୍ଣିମା…

ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍

ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡ଼ିଲା ସ୍ପେଶାଲ ବସ୍ । ଏବେ ଓଡ଼ିଶାରୁ ବସରେ ବସି ମହାକୁମ୍ଭ ମେଳା ଯାଇପାରିବେ ରାଜ୍ୟବାସୀ । ପବିତ୍ର ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ପ୍ରୟାଗରାଜ ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଆରମ୍ଭ…

କୁମ୍ଭମେଳା ଏକତାର ପ୍ରତୀକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଜାନୁଆରୀ ୧୩ ତାରିଖ ଦିନ ଆରମ୍ଭ ହେଉଥିବା ମହାକୁମ୍ଭ ୨୦୨୫ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ…

ପ୍ରୟାଗ ରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ…

ୟୁପି ନକଲି ନୋଟ ରାକେଟ ଠାବ ଘଟଣାରେ ଓଡ଼ିଶା ଲିଙ୍କ

ଉତ୍ତର ପ୍ରଦେଶ ପ୍ରୟାଗରାଜସ୍ଥିତ ମଦ୍ରାସାରେ ଗତ ୨୮ ତାରିଖରେ ନକଲି ନୋଟ୍ ରାକେଟ୍ ଠାବହୋଇଥିବା ବେଳେ ଏଥିରେ ଓଡିଶା ଲିଙ୍କ ଥିବା ଜଣାପଡିଛି। ସନ୍ଦେହଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପ୍ରୟାଗରାଜ ପୋଲିସ ଚଢ଼ଉ କରିଥିଲା। ରାକେଟ୍‌ରେ…