ତାଜା ଖବର ରାଜନୀତି ରାଜ୍ୟ New President of Bbsr Congress Committee: ଆଗାମୀ ଏକବର୍ଷ ମଧ୍ୟରେ ଏକ ଲକ୍ଷ ଲୋକଙ୍କ ସଦସ୍ୟତା ଅଭିଯାନ ଆରମ୍ଭ ହେବ: ଭକ୍ତ ଦାସ December 5, 2025 Papirani କଂଗ୍ରେସ ଭବନ ସଭାଗୃହରେ ଆୟୋଜିତ ନଵ ନିର୍ବାଚିତ ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଜେନାଙ୍କ ସମ୍ବର୍ଦ୍ଧନା ତଥା ଜିଲ୍ଲା କଂଗ୍ରେସର ନୂତନ ଗୃହ ଉଦଘାଟନ ଉତ୍ସବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ଦଳର ବହୁ ବରିଷ୍ଠ ନେତୃବୃନ୍ଦ…