ତାଜା ଖବର ରାଜ୍ୟ Plus Two Practical Exam: ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ January 2, 2026 Papirani ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ । ଆଜିଠାରୁ ୧୫ ତାରିଖ ଯାଏଁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଜାନୁଆରୀ ୫ରୁ ୨୫ ଭିତରେ ରେଜଲ୍ଟ ଅପଲୋଡ୍ କରିବେ…