ବାହାରିଲା ସମାଧାନର ସୂତ୍ର; ପଶ୍ଚିମବଙ୍ଗରୁ ଆସିବ ଆଳୁ
ଓଡ଼ିଶାକୁ ଆଳୁ ଯୋଗାଣ ଲାଗି ସମାଧାନର ସୂତ୍ର ବାହାରିବା ପରେ ଏବେ ସ୍ୱାଭାବିକ ହେବ ଦର। ବ୍ୟବସାୟୀଙ୍କ ଧର୍ମଘଟ ପରେ ନଇଁଲେ ପଶ୍ଚିମବଙ୍ଗ ସରକାର। ଆଜି ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡିଶା ପହଞ୍ଚିବ। ଆଇଗିଣିଆରେ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ…