Tag: postponed

ANM Exam Postponed: ସ୍ଥଗିତ ହେଲା ଏଏନଏମର ଦ୍ୱିତୀୟ ବର୍ଷର ପରୀକ୍ଷା

ସ୍ଥଗିତ ହେଲା ଏଏନଏମର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା । ପଞ୍ଚମ ପେପର- ମିଡ ୱାଇଫେରୀ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସ୍ଥଗିତ ନିର୍ଦ୍ଦେଶ । ONMEB ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ଆଜି ପରୀକ୍ଷା ଆରମ୍ଭ…

ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା

ଓଡ଼ିଶାରେ ହେବାକୁ ଥିବା ପୋଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ। ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଅକ୍ଟୋବର ୫ ଓ ୬ ରେ ହୋଇଥାନ୍ତା ପରୀକ୍ଷା। ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା…

ଆଜି ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ୨୦୨୫ ପରୀକ୍ଷା ସ୍ଥଗିତ

ଓଟିଇଟି ୨୦୨୫ ପରୀକ୍ଷା ମଧ୍ୟରାତ୍ରରେ ସ୍ଥଗିତ ହୋଇଛି । ଆଜି ହେବାକୁଥିବା ଓଟିଇଟି ୨୦୨୫ ପରୀକ୍ଷକୁ ବୋର୍ଡ ସ୍ଥଗିତ କରିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଟିଇଟି ୨୦୨୫ ପରୀକ୍ଷା ସ୍ଥଗିତ କରିଛି। ପେପର୍‌-୧ ଓ ପେପର୍‌-୨…

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା: ଚାଟାର୍ଡ ଆକାଉଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ

CA ପରୀକ୍ଷାକୁ ସ୍ଥଗିତ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ମେ ମାସରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି । ଦେଶରେ ଅନେକ ରାଜ୍ୟରେ ବର୍ତ୍ତମାନ…

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଘୁଞ୍ଚିଲା ବୃତ୍ତି ପରୀକ୍ଷା

ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା । ସମ୍ଭାବ୍ୟ ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ପରୀକ୍ଷା ପୁଣି କେବେ ହେବ ସେନେଇ ବୋର୍ଡ ପକ୍ଷରୁ ଜଣାଇ ଦିଆଯିବ ବୋଲି ସରକାରଙ୍କ…