ତାଜା ଖବର ରାଜ୍ୟ Rairangpur Declared New Police District: ରାଇରଙ୍ଗପୁରକୁ ନୂଆ ପୋଲିସ ଜିଲ୍ଲା ଗଠନ January 14, 2026 Papirani ରାଇରଙ୍ଗପୁରକୁ ନୂଆ ପୋଲିସ ଜିଲ୍ଲା ଗଠନ କଲେ ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାରେ ନବଗଠିତ ରାଇରଙ୍ଗପୁର ପୋଲିସ ଜିଲ୍ଲା ଏବେ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ଷମ ହୋଇଛି, ଯାହା ରାଜ୍ୟର ଆଇନ…