ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ
କଟକରେ ନୂଆ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ପହଞ୍ଚି ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ତାଗିଦ୍ କରି କହିଛନ୍ତି ଟ୍ବିନସିଟିର ବିଭିନ୍ନ ଫାଣ୍ଡିରେ କର୍ମଚାରୀମାନଙ୍କ କାର୍ଯ୍ୟକଳାପର ତର୍ଜମା କରାଯିବ । ଦୀର୍ଘଦୀନରୁ ବିଭିନ୍ନ ଥାନା ଫାଣ୍ଡିରେ ରହିଥିବା ଅଧିକାରୀଙ୍କ ତଥ୍ୟ…