Tag: Pitabas Panda murder

Pitabas Panda Murder: ପୀତବାସ ପଣ୍ଡା ହତ୍ୟା ମାମଲା;  ଆତ୍ମସମର୍ପଣ କଲା ଫେରାର୍‌ ଅଭିଯୁକ୍ତ ସୁଦର୍ଶନ ଜେନା

ପୀତବାସ ପଣ୍ଡା ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛି ଫେରାର୍‌ ଅଭିଯୁକ୍ତ ସୁଦର୍ଶନ ଜେନା । ଘଟଣା ପରଠାରୁ ସୁଦର୍ଶନ ଫେରାର ଥିଲେ। ଆଜି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ଥିଲା ସୁଦର୍ଶନ…