Tag: Payal Nag

National Para Archery Championship: ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ୍‌ଙ୍କୁ ମିଳିଲା ୨ ପଦକ

ଓଡ଼ିଶାର ପାରା-ତୀରନ୍ଦାଜ ପାୟଲ ନାଗ ପଞ୍ଜାବରେ ଅନୁଷ୍ଠିତ ସପ୍ତମ ଜାତୀୟ ପାରା ତୀରନ୍ଦାଜ ଚାମ୍ପିଅନସିପରେ ଦୁଇଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ୍‌ଙ୍କୁ ମିଳିଲା ୨ଟି ପଦକ । ପାୟଲ ୫୦ ମିଟର…