Tag: Patrapur

Ganjam Floods: ଓଡ଼ିଶା ଇତିହାସରେ ଚତୁର୍ଥ ସର୍ବାଧିକ ବର୍ଷା ରେକର୍ଡ, ପାତ୍ରପୁରରେ ୨୪ ଘଣ୍ଟାରେ ୫୪୬ ମିମି ବର୍ଷା

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ରେକର୍ଡ ହୋଇଛି ଅତି ପ୍ରବଳ ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୪୬ ମିଲିମିଟର ବର୍ଷା ହୋଇଛି, ଯାହା ଓଡ଼ିଶାର ବର୍ଷା ରେକର୍ଡ ଇତିହାସରେ ଚତୁର୍ଥ ସର୍ବାଧିକ ବୋଲି କହିଛନ୍ତି ସ୍ୱତନ୍ତ୍ର…