ତାଜା ଖବର ରାଜ୍ୟ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣର ଘଟଣା: ମଧ୍ୟାହ୍ନ ପରେ ଆସିବ ଫଇସଲା May 28, 2025 Papirani ଦୀର୍ଘ ସାତ ବର୍ଷ ପରେ ଆଜି ପାର୍ସଲ ବୋମା ବିସ୍ଫୋରଣର ଶୁଣାଣି କରିବେ ପାଟଣାଗଡ଼ ଏଡିଜେ କୋର୍ଟ। ବହୁଚର୍ଚ୍ଚିତ ବଲଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆଜି ଆସିବ ରାୟ । ଏହି ଘଟଣାରେ ଅଭିଯୁକ୍ତକୁ ମଧ୍ୟ ଗିରଫ…