Tag: Patitapaban bana

ଶ୍ରୀମନ୍ଦିର ଉପରେ ବାନା ଧରି ଉଡିଲା ଚିଲ; ଭିଡିଓ ଭାଇରାଲ

ମହାପ୍ରଭୁଙ୍କ ପତିତପାବନ ବାନା ଧରି ଶ୍ରୀମନ୍ଦିର ଉପରେ ଉଡ଼ିଲା ଚିଲ । ଚିଲ ବାନା ଧରି ଉଡ଼ିଯାଉଥିବା ଦୃଶ୍ୟ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି…