ତାଜା ଖବର ରାଜ୍ୟ Parking Fee Hiked At Puri: ପୁରୀରେ ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି January 8, 2026 Papirani ପୁରୀରେ ବୃଦ୍ଧି ହେଲା ପାର୍କିଂ ଫି । ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି ହୋଇଛି । ଭକ୍ତ ନିବାସରେ ପାର୍କିଂ ଫି ୫୦୦ ଟଙ୍କା ବୃଦ୍ଧି ହୋଇଛି । ୨୪ ଘଣ୍ଟା ପାଇଁ ଚାରି ଚକିଆ ଯାନ ପିଛା…