Tag: ParisOlympics

ବ୍ରୋଞ୍ଜ ପଦକ ଜିତିଲେ ଭାରତର କୁସ୍ତିଯୋଦ୍ଧା ଅମନ ସେରାଓ୍ଵତ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଜି ଭାରତର ୧୪ତମ ଦିବସ । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୬ଟି ପଦକ ଜିତିସାରିଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ସୁଟିଂ, ହକି ଏବଂ ଜାଲଭିନରେ ପଦକ ଜିତିଛି। ଏବେ ୧୪ତମ ଦିନରେ ଭାରତକୁ ମିଳିଛି…

ବିନେଶ ସୁସ୍ଥ; ଅଲିମ୍ପିକ ଗ୍ରାମ ରୁମ୍ କୁ ଫେରିଲେ

ଫାଇନାଲ ମ୍ୟାଚରେ ଅଯୋଗ୍ୟ ଘୋଷଣା ପରେ ମୁଣ୍ଡ ବୁଲାଇ ଚେତାଶୂନ୍ୟ ହୋଇପଡ଼ିବାରୁ ବିନେଶ ଫୋଗଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଡିହାଇଡ୍ରେସନ୍ କାରଣରୁ ଅଲିମ୍ପିଆନ୍ ବିନେଶ ହତାଶ ହୋଇପଡିଥିବା କହାଯାଉଛି। ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଓଜନ ହ୍ରାସ ପାଇଁ…

ବିନେଶଙ୍କୁ ସାନ୍ତ୍ଵନା ଦେଲେ ମୋଦି

ଅଧିକ ଓଜନ ପାଇଁ ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହୋଇଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ । ତାଙ୍କ ପଦକ ଆଶା ଅଧୁରା ରହିଛି । ଏହା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ବିନେଶଙ୍କୁ ସାନ୍ତ୍ଵନା ଦେବା ସହ…

ଭାରତକୁ ବଡ଼ ଝଟକା; ଅଯୋଗ୍ୟ ଘୋଷିତ ହେଲେ ବିନେଶ ଫୋଗଟ

ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହେଲେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ବିନେଶ ଫାଇନାଲରେ ପହଂଚିବା ପରେ ଡିସ୍‌କ୍ବାଲିଫାଏଡ୍‌ ଘୋଷଣା କରାଯାଇଛି । ତାଙ୍କ ଓଜନ ୫୦ କେଜିରୁ ଅଧିକ ଥିବାରୁ ଅଲିମ୍ପିକ୍ସରୁ ଆଉଟ ହୋଇଛନ୍ତି। ୫୦ କେଜିଠାରୁ ବିନେଶ ସାମାନ୍ୟ…

ଭାରତ ଫେରିଲେ ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ମେଡାଲ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ସୁଟର ମନୁ ଭାକର। ସେ ବୁଧବାର ସକାଳେ ଭାରତ ଫେରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମନୁଙ୍କ ସହ ତାଙ୍କ…

ହକି ସେମିଫାଇନାଲରେ ହାରିଲା ଭାରତ; ବ୍ରୋଞ୍ଜ ପଦକ ପାଇଁ ସ୍ପେନ ସହ ଲଢ଼ିବ

ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ଆଶା ଅଧୁରା ରହିଲା । ହକି ସେମିଫାଇନାଲରେ ଜର୍ମାନୀଠୁ ୩-୨ରେ ହାରିଲା ଭାରତ । ଏବେ ବି ଟିମ ଇଣ୍ଡିଆ ପାଇଁ ଆଶା ରହିଛି। ଅଗଷ୍ଟ ୮ରେ ବ୍ରୋଞ୍ଜ ମେଡାଲ ପାଇଁ ସ୍ପେନ ସହ…

ଫାଇନାଲରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ

ପଦକ ଲକ୍ଷ୍ୟରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ସେମି ଫାଇନାଲରେ ସେ କ୍ୟୁବାର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ରେସଲର ଯିଏ ଅଲିମ୍ପିକ୍ ଫାଇନାଲ ଖେଳିବେ। ମହିଳା ୫୦…

ସେମିଫାଇନାଲ ଖେଳି ପାରିବେନି ଅମିତ ରୋହିଦାସ; ଗୋଟିଏ ମ୍ୟାଚର ପ୍ରତିବନ୍ଧ

ଗତକାଲି କ୍ୱାର୍ଟର ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପରେ ସେମିଫାଇନାଲକୁ ପ୍ରବେଶ କରିଥିଲା ଭାରତୀୟ ପୁରୁଷ ହକି ଟିମ। ହେଲେ ଏହା ମଧ୍ୟରେ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା। ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ହେଲେ ଅମିତ ରୋହିହାସ…

ସେମିରେ ଭାରତୀୟ ପୁରୁଷ ହକି ଟିମ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏହି ଧାରା ବଜାୟ ରଖି ଲଗାତର ଦ୍ୱିତୀୟ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଂଚିଛି ଭାରତୀୟ ପୁରୁଷ ହକି ଟିମ। ଭାରତ କ୍ୱାର୍ଟର ଫାଇନାଲ ମୁକାବିଲାରେ ପେନାଲିଟି ସୁଟଆଉଟରେ ଗ୍ରେଟ ବ୍ରିଟେନକୁ…