Tag: Palaspalli

ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବରଙ୍କ ସାନଭାଇ । ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ନିକଟ ପଲାସପଲ୍ଲୀରୁ ମୃତଦେହ ଉଦ୍ଧାର କରାଯାଇଛି। ବ୍ରିଜ୍ ଉପରେ ରହିଛି ଗାଡି। ଫୋନ୍‌ରେ କାହା ସହ ଯୁକ୍ତିତର୍କ ପରେ ଟ୍ରେନ୍ ଆଗକୁ ଡେଇଁଥିବା ସୂଚନା ମିଳିଛି।…