Tag: Pahalgam attack

ପହଲଗାମ ଆତଙ୍କୀ ଆକ୍ରମଣରେ ଜଡିତ ୩ ଆତଙ୍କବାଦୀ ନିହତ: ଅମିତ ଶାହ

ଅପରେସନ୍ ମହାଦେବରେ ବଡ଼ ସଫଳତା । ପହଲଗାମ ନରସଂହାରରେ ସାମିଲ ଥିବା ୩ ସନ୍ଦିଗ୍ଧ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଥିବା ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମୌସୁମୀ ଅଧିବେଶନ ସମୟରେ ଲୋକସଭାକୁ…

ପହଲଗାମ୍‌ ଆତଙ୍କୀ ସମ୍ପର୍କରେ ଅଧିକ ଭିଡ଼ିଓ କି ତଥ୍ୟ ଦେବାକୁ ଅପିଲ କଲା ଏନଆଇଏ; ମୋବାଇଲ ନମ୍ବର ଜାରି

ପହଲଗାମ୍‌ ଆତଙ୍କୀ ହମଲାରେ ଅଧିକ ତଥ୍ୟ ସଂଗ୍ରହ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । ଏହି ଆତଙ୍କୀ କାର୍ଯ୍ୟ ସମ୍ପର୍କରେ ଜଣାଇବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛି NIA । ଯାହାକୁ ନେଇ ମୋବାଇଇ୍‌ ନଂ ଜାରି କରାଯାଇଛି ।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ ବାତିଲ

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହିତ ଭାରତର ଉତ୍ତେଜନା ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ ବାତିଲ କରିଛନ୍ତି । ମେ ୯ ତାରିଖରେ ରୁଷର ରାଜଧାନୀ ମସ୍କୋରେ ହେବାକୁ ଥିବା ବିଜୟ ଦିବସ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ଆଜି ଏକ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛୁ ଯେଉଁଥିରେ ପହଲଗାମ୍‌ ଆତଙ୍କୀ…

ପହଲଗାମରେ ଆତଙ୍କୀ ଆକ୍ରମଣରେ ଆହତଙ୍କୁ ଭେଟିଲେ ରାହୁଲ ଗାନ୍ଧି

ଦକ୍ଷିଣ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଶ୍ରୀନଗର ଗସ୍ତ କରିଛନ୍ତି। ସେଠାରେ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭେଟିବା ପାଇଁ ୯୨ ବେସ ଆର୍ମି ହସ୍ପିଟାଲ…

ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଶାହଙ୍କ ଆଲୋଚନା; ନିଜ ରାଜ୍ୟରେ ଥିବା ପାକିସ୍ତାନୀଙ୍କୁ ଚିହ୍ନଟ କରି ବିଦା କରିବାକୁ ନିର୍ଦ୍ଦେଶ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ବଢ଼ିବାରେ ଲାଗିଛି । ଘନ ଘନ ହାଇଲେବୁଲ ବୈଠକ କରାଯାଇଛି । ଏହି ସମୟରେ ଗୃହ ମନ୍ତ୍ରାଳୟର ବଡ଼ ପଦକ୍ଷେପ ନେଇଛି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ…

ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା; ଶାହଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା କରୁଥିବା ବେଳେ ଆଜି ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ପହଲଗାମରେ ହୋଇଥିବା ଆତଙ୍କି…