ତାଜା ଖବର ରାଜ୍ୟ FCI Hurting Paddy Purchase: ଏଫସିଆଇ ଉଠାଉନି ଚାଉଳ; କ୍ଷୋଭ ପ୍ରକାଶ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର September 4, 2026 Papirani ଭାରତୀୟ ଖାଦ୍ୟ ନିଗମ (FCI) ରାଜ୍ୟରୁ ଚାଉଳ ଉଠାଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏକ ସଭାରେ ବକ୍ତବ୍ୟ ରଖି ସେ ଆପଣାର ଅସହାୟତା ପ୍ରକାଶ କରିବା ସହ ଏଫସିଆଇ ର…