ତାଜା ଖବର ରାଜ୍ୟ PACS Secretary Arrested: ୪୦.୭୧ ଲକ୍ଷ ଟଙ୍କା ଠକେଇ ମାମଲାରେ ପ୍ୟାକ୍ସ ସଂପାଦକ ଗିରଫ November 21, 2025 Papirani ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ପ୍ୟାକ୍ସ ସଂପାଦକ ଗିରଫ । ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସମିତି ସଂପାଦକ ସୁରେଶ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଚାଷୀଙ୍କ ଋଣ ପରିଶୋଧ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ…