ତାଜା ଖବର ରାଜ୍ୟ Odisha OPSC Reshuffles: ଓଏଏସ ସତ୍ୟବ୍ରତ ରାୟଙ୍କୁ ମିଳିଲା ଓପିଏସସି ସଚିବ ଦାୟିତ୍ବ June 9, 2026 Papirani ଓପିଏସସି ପଦବୀରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (OPSC)ରେ ଦୁଇ ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀଙ୍କୁ ନୂତନ ପଦବୀରେ ସ୍ଥାନାନ୍ତର ବରିଷ୍ଠ OAS ଅଧିକାରୀ ସତ୍ୟବ୍ରତ ରାୟ ଓପିଏସସି…