Tag: OISF jawans

Truck Hits Odisha CISF Bus: ଯବାନଙ୍କୁ ନେଇ ଯାଉଥିବା ବସ୍ କୁ ଧକ୍କା ଦେଲା ଟ୍ରକ୍ ; ୨୮ ଯବାନ ଆହତ

ଯବାନଙ୍କୁ ନେଇ ଯାଉଥିବା ବସ୍ କୁ ଧକ୍କା ଦେଲା ଟ୍ରକ୍। କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଏଇ ଦୁର୍ଘଟଣା ଘଟିଛି। ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ( OISF) ଯବାନଙ୍କୁ ନେଇ ଗୁଆଲିରୁ…