ତାଜା ଖବର ରାଜ୍ୟ All Official Work To Be Conducted In Odia: ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ January 14, 2026 Papirani ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ । ଏ ନେଇ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଓଡ଼ିଶା ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯାହା ଅନୁଯାୟୀ ବ୍ଲକ ସ୍ତରରୁ ରାଜ୍ୟ ସ୍ତର…