ତାଜା ଖବର ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ୨୫ ଲକ୍ଷ ଟଙ୍କା ଠକିବା ମାମଲା: ଅଭିଯୁକ୍ତ ଗିରଫ July 29, 2025 Papirani ଜମି କିଣାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଠକିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ୨୫ ଲକ୍ଷ ଟଙ୍କାର ଜମି ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେନାପତି ଧରାପଡ଼ିଥିବା ନେଇ ସୂଚନା ଦେଇଛନ୍ତି…