ତାଜା ଖବର ରାଜ୍ୟ କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ସିନ୍ ରିକ୍ରିଏସନ୍; ମାଟିତଳୁ ବାହାରିଲା ମୃତଦେହ September 17, 2025 Papirani କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ମାଟିତଳୁ ବାହାରିଲା ମୃତଦେହ । ଅଭିଯୁକ୍ତ ଦୀପକ ରାଉତକୁ ନେଇ କେନ୍ଦୁଝର ଘଟଗାଁରେ ମୃତଦେହ ପୋତାଯାଇଥିବା ସ୍ଥାନରେ କରାଯାଉଛି ସିନ୍ ରିକ୍ରିଏସନ୍ । ପ୍ରବଳ ବର୍ଷା ଭିତରେ ସିନ୍ ରିକ୍ରିଏସନ କରୁଛି ପୋଲିସ। ଅଖା…