ତାଜା ଖବର ରାଜନୀତି ରାଜ୍ୟ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ: ରାଜଧାନୀରେ ଜନଜାତି ଗୌରବ ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ November 15, 2024 Papirani ଆଜି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ । ଦେଶରେ ପାଳିତ ହେଉଛି ଜନଜାତୀୟ ଗୌରବ ଦିବସ । ଏହି ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମୈଦାନଠାରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ। ଅନୁସୂଚିତ…
ରାଜ୍ୟ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ୧୦ଟି ବ୍ୟାଟେରୀଚାଳିତ ଯାନ ଶ୍ରୀମନ୍ଦିରକୁ ଦାନ November 14, 2024 Nirvay କେନ୍ଦ୍ର ନୂତନ ଏବଂ ନବୀକରଣଯୋଗ୍ଯ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଦିନ ପୁରୀ ଠାରେ ୧୦ଟି ବ୍ୟାଟେରୀ ଚାଳିତ ଯାନର ଶୁଭାରମ୍ଭ କରିଛନ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଦେଶର ସଫଳତା ଉପରେ ଆଲୋକପାତ କରିବା ପାଇଁ ଭୁବନେଶ୍ୱରରେ ଦୁଇ…
ରାଜ୍ୟ ପତିତପାବନଙ୍କ ମନ୍ଦିର ଓ ସିଂହାସନ ହେବ ରୂପା ଛାଉଣୀ November 14, 2024 Nirvay ଶ୍ରୀମନ୍ଦିର ସିଂହଦ୍ବାର ଦ୍ବାର ବନ୍ଧ ଓ ପତିତପାବନଙ୍କ ମନ୍ଦିର ସଂପୂର୍ଣ୍ଣ ରୁପା ଆଚ୍ଛାଦିତ କରାଯିବ। ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ନୂଆବର୍ଷ ରେ ଶ୍ରୀମନ୍ଦିର ଓ ପତିତପାବନଙ୍କ ମନ୍ଦିରର ଏହି ନୂଆରୂପ ଭକ୍ତମାନେ ଦେଖିପାରିବେ ବୋଲି ଶ୍ରୀମନ୍ଦିର…
ତାଜା ଖବର ରାଜ୍ୟ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା: ୪ ଜଣ ସେବାୟତ ଓ ୨ ଜଣ ରାତ୍ରୀ ଜଗୁଆଳୀଙ୍କୁ ଗିରଫ କଲା ପୋଲିସ November 14, 2024 Papirani ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା । ଚୋରିରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ୬ ଜଣଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ସେବାୟତ ଓ ୨ ଜଣ ରାତ୍ର…
ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ସମୂହକୁ ଆଗକୁ ନେବା ପରିବର୍ଭେ ନକରାତ୍ମକ ମନ୍ତବ୍ୟରୁ ମୋହନ ସରକାର କ୍ଷାନ୍ତ ରୁହନ୍ତୁ: ବିଜେଡି November 14, 2024 Papirani ସମବାୟ ସପ୍ତାହ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ଗ୍ରହଣୀୟ ନୁହେଁ ବୋଲି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା। ସରକାରକୁ ଆସିବାର…
ତାଜା ଖବର ରାଜନୀତି ରାଜ୍ୟ ମଧ୍ୟାହ୍ନ ଭୋଜନର ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ- ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 14, 2024 Papirani ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ…
ତାଜା ଖବର ରାଜନୀତି ରାଜ୍ୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ଏବଂ ଐତିହ୍ୟ ବିଦ୍ୟାଳୟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ November 14, 2024 Papirani ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ…
ମନୋରଞ୍ଜନ ରାଜ୍ୟ ୨୦୨୦, ୨୦୨୧ ଓ ୨୦୨୨ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା November 14, 2024 Nirvay ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ତାଙ୍କର ଆଜୀବନ ଅବଦାନ ପାଇଁ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ତଥା ଥିଏଟର ବ୍ଯକ୍ତିତ୍ୱ ଅନନ୍ତ ମହାପାତ୍ରଙ୍କୁ ସମ୍ମାନଜନକ ଆୱାର୍ଡ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ | ତାଙ୍କୁ ୨୦୨୦ ବର୍ଷ ପାଇଁ ଏହି…
ତାଜା ଖବର ରାଜନୀତି ରାଜ୍ୟ ସମବାୟ ସମିତି ଗୁଡିକ ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ; ନହେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ November 14, 2024 Papirani ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ…
ରାଜ୍ୟ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ରୁ ମାଟ୍ରିକ ପରୀକ୍ଷା ୨୦୨୫ ର ଘୋଷଣା November 14, 2024 Nirvay ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ (ବିଏସଇ) ଓଡ଼ିଶା ମ୍ୟାଟ୍ରିକ ପରୀକ୍ଷା ୨୦୨୫ ର ତାରିଖ ଘୋଷଣା କରିଛି। କର୍ତ୍ତୃପକ୍ଷ ବାର୍ଷିକ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ସମୟ ସାରଣୀ ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ , ବାର୍ଷିକ ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧…