Tag: Odisha Yatri Safety App

Odisha Yatri Safety App: ନାଗରିକଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା ‘ଓଡ଼ିଶା ଯାତ୍ରୀ ସେଫ୍ଟି ଆପ୍’

ନାଗରିକଙ୍କ ସୁରକ୍ଷା ଓ ଗମନାଗମନକୁ ଅଧିକ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର ଦ୍ୱାରା ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଯାତ୍ରୀ ସେଫ୍ଟି ଆପ୍’ର ଶୁଭାରମ୍ଭ କରିଛନ୍ତି। ଏହା ଭାରତର ପ୍ରଥମ…