ତାଜା ଖବର ରାଜ୍ୟ ବେଙ୍ଗାଲୁରୁ ଅଗ୍ନିକାଣ୍ଡରେ ୫ ଓଡ଼ିଆ ଶ୍ରମିକ ଗୁରୁତର February 5, 2025 Papirani ବେଙ୍ଗାଲୁରୁ ଅଗ୍ନିକାଣ୍ଡରେ ୫ ଓଡ଼ିଆ ଶ୍ରମିକ ଗୁରୁତର । ରୋଷେଇ ବେଳେ ଗ୍ୟାସ ଷ୍ଟୋଭ ଫାଟି ଅଗ୍ନିକାଣ୍ଡ । ନିଆଁ ଲାଗି ଗୁରୁତର ହେଲେ ୫ ଜଣ ଦାଦନ ଶ୍ରମିକ । ଗୁରୁତର ଗଞ୍ଜାମ କେ. ନୂଆଗାଁ ଥାନା ଜେନାପୁର ଗାଁର…