Tag: Odisha universities

Professor Posts Vacant: ବିଶ୍ଵବିଦ୍ୟାଳୟ ଖାଲି ପଡିଛି ୧୪୩୦ ଅଧ୍ୟାପକ ପଦବୀ: ଉଚ୍ଚଶିକ୍ଷା ମନ୍ତ୍ରୀ

ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ଖାଲି ପଡିଛି ୧୪୩୦ ପଦବୀ । ଏଥିରୁ ୨୬୧ ଅଧ୍ୟାପକ, ୪୫୯ ସହଯୋଗୀ ଅଧ୍ୟାପକ ଓ ୭୧୦ ସହକାରୀ ଅଧ୍ୟାପକ ପଦବୀ ଖାଲି ପଡିଛି । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା…