Tag: Odisha Tableau

Odisha Tableau Rolled On Kartavya Path: ଦିଲ୍ଲୀରେ ଗଡ଼ିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼

ଗଣତନ୍ତ୍ର ଦିବସ ଅବସରରେ, ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିଛି । ଏହି ପ୍ରଜ୍ଞାପନ ମେଢ଼ଟି ଓଡ଼ିଶାର ସଂସ୍କୃତି, କଳା ଓ ବିକାଶକୁ ପ୍ରଦର୍ଶନ କରୁଛି । ଏହି ପ୍ରଜ୍ଞାପନ ମେଢ଼ଟି ‘ପରମ୍ପରାରୁ ପ୍ରଗତି’ ସୂତ୍ରକୁ ଆଧାର…

ଏଥର ଦିଲ୍ଲୀରେ ଗଡିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଗଣତନ୍ତ୍ର ଦିବସ ପରେଡରେ ଏଥର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଭାରତର ସରକାରଙ୍କ ତରଫରୁ ପ୍ରକାଶିତ ତାଲିକାରୁ ବାଦ ପଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ମନୋନୀତ ହୋଇଥିବା ରାଜ୍ୟମାନଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଯାଇଥିବାବେଳେ…