Tag: Odisha Health Crisis

Doctor Vacancy: ଓଡ଼ିଶାରେ ଅଭାବ ଡାକ୍ତର; ଖାଲିପଡ଼ିଛି ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ

ଓଡ଼ିଶାରେ ଡାକ୍ତର ଅଭାବ। ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଥିବା ନେଇ ଆଜି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଅଣତାରକା ପ୍ରଶ୍ନ କେଉଁ ଜିଲାରେ କେତେ…