Tag: Odisha Forest Dept

Summer Forest Fires In Odisha: ଗ୍ରୀଷ୍ମ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପ୍ରାକ୍‌ ପ୍ରସ୍ତୁତି; ଟୋଲ୍ ଫ୍ରି ନମ୍ବର ଜାରି କଲା ବନ ବିଭାଗ

ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଓଡ଼ିଶାର ସବୁଜ ବନାନୀକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ଅଣ୍ଟା ଭିଡ଼ାଯାଇଛି। ଏଥର ଜଙ୍ଗଲ ନିଆଁକୁ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ଥାନୀୟ ସଜାଗତା ଉପରେ ଗୁରୁତ୍ୱ ଦେଇଛନ୍ତି…