Tag: Odisha Courts

Bomb Scare At Odisha Courts: ମିଛ ବୋମା ଭୟ; SOP ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋର୍ଟ ଉଡାଇଦେବାକୁ ମିଳିଥିବା ମିଛ ବୋମା ଧମକର ସମୀକ୍ଷା କରିଛନ୍ତି । ଖୁବ ଶୀଘ୍ର ଓଡ଼ିଶା ପୋଲିସ ପକ୍ଷରୁ SOP ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ…