ତାଜା ଖବର ରାଜ୍ୟ Odisha Assembly: ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୨୪୬୭ଟି ଶିକ୍ଷକ ପଦବୀ November 28, 2025 Papirani ରାଜ୍ୟରେ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୨୪୬୭ଟି ଶିକ୍ଷକ ପଦବୀ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ଗୃହରେ ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ…