Tag: Odia Merchant

Merchant Navy Cadet Missing: କଂପାନୀ କୌଣସି ପ୍ରକାର ସହଯୋଗ କଲାନି କହିଲେ କ୍ୟାଡେଟ ସାର୍ଥକଙ୍କ ମାମୁ

ସିଙ୍ଗାପୁରରୁ ନିରାଶ ହୋଇ ଫେରିବା ପରେ ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମାମୁ କମ୍ପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କଂପାନୀ କୌଣସି ପ୍ରକାର ସହଯୋଗ କଲାନି ବୋଲି ସାର୍ଥକଙ୍କ ମାମୁଁ କହିଛନ୍ତି । ସିଙ୍ଗାପୁରରେ ଯେଉଁ ଜାହାଜରେ…