ତାଜା ଖବର ରାଜ୍ୟ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ସହ ଆଲୋଚନା କଲେ ଶତାଧିକ ଛାତ୍ରଛାତ୍ରୀ October 23, 2024 Papi Jena ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତିକୁ ନେଇ ଦୀର୍ଘ ଦିନର ଆନ୍ଦୋଳନ ଏବଂ ଆଲୋଚନା ପରେ ଗତ ୯ ଅକ୍ଟୋବର ୨୦୨୪ରେ ଷ୍ଟାଫ ସିଲେକସନ କମିଶନର ୬ ହଜାର ଶିକ୍ଷକ ନିଯୁକ୍ତି ବିଜ୍ଞାପନରେ ହିନ୍ଦୀ,ସଂସ୍କୃତ, ତେଲଗୁ, ଉର୍ଦ୍ଦୁ,ବିଜ୍ଞାନ,ପିଇଟି ଶିକ୍ଷକ ଇତ୍ୟାଦି ଶିକ୍ଷକ ନିଯୁକ୍ତି…