ତାଜା ଖବର ଦେଶ ରାଜନୀତି ବିଭାଗ ମିଳିବା ପରେ କାର୍ଯ୍ୟ ଆରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ, ଏସ୍. ଜୟଶଙ୍କର ଓ ସୁରେଶ ଗୋପୀ June 11, 2024 Papirani ମୋଦୀ କ୍ୟାବିନେଟ୍ ୩.୦ରେ ବିଭାଗ ମିଳିବା ପରେ ବର୍ତ୍ତମାନ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଦାୟିତ୍ବ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବୈଦେଶିକ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିବାବେଳେ, ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଭାବରେ…